ନ୍ୟୁଜ୍ରାଜ୍ୟ

ଆଜିଠୁ ବରିଷ୍ଠ ଆଇପିଏସ୍‌ ସମ୍ମିଳନୀ

ସତ୍ୟଶିଖା (ଭୁବନେଶ୍ୱର) ୧୬.୧୨.୨୦୨୧: ଭୁବନେଶ୍ବରରେ ଆଜିଠୁ ଆରମ୍ଭ ହେଉଛି ବରିଷ୍ଠ ଆଇପିଏସ୍‌ ସମ୍ମିଳନୀ । ଏହି ସମ୍ମିଳନୀକୁ ଉଦଘାଟନ କରିବେ ପୁଲିସ ଡିଜି ଅଭୟ । ଭର୍ଚ୍ଚୁଆଲ ମୋଡରେ ହେବାକୁ ଥିବା ଏହି ସମ୍ମିଳନୀରେ ଅନେକ ଗୁରୁତ୍ବପୂର୍ଣ ବିଷୟରେ ଆଲୋଚନା ହେବ।

ପ୍ରକାଶ ଯେ, ରାଜ୍ୟରେ ନକ୍ସଲ ଦମନ, ଡଗ୍ସ ମାଫିଆଙ୍କୁ ନିପାତ ଓ ଆଇନ ଶୃଙ୍ଖଳାକୁ ଆଜିର ଏହି ସମ୍ମିଳନୀ ହେଉଛି । ଏହସବୁ ପ୍ରସଙ୍ଗ ଉପରେ  ଆଜିର ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହେବ। ବୈଠକକୁ ପୁଲିସ ଡିଜି ଅଭୟ ଉଦ୍‌ଘାଟନ କରିବାକୁ ଥିବାବେଳେ ଅନେକ ବରିଷ୍ଠ ଆଇପିଏସ୍‌ ଏଥିରେ ଯୋଗଦେବେ ।

Show More
Back to top button