ରାଜ୍ୟ
ଘର ଉପରେ ପଡ଼ିଲା ଗଛ | Satyasikha

ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋକେରାମା ପଞ୍ଚାୟତର ବାଟିଟୋଲି ଗାଁରେ ଗତକାଲି ପ୍ରବଳ ବର୍ଷା ଓ ପବନ ହେବା ଯୋଗୁ ଏକ ବିରାଟକାୟ ବରଗଛ ଉପୁଡ଼ି ଡିବୁ ଗନଝୁଙ୍କ ଘର ଉପରେ ପଡ଼ିଛି। ଏଥିରେ ଜଣେ ଗୁରୁତର ହେବା ସହ ୧୮ଟି ଛେଳିମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଗୁରୁତର ଡିବୁଙ୍କୁ ରାଉରକେଲାସ୍ଥିତ ଆରଜିଏଚ୍ରେ ଭର୍ତ୍ତି କରାଯାଇଛି।
ଆହୁରି ପଢ଼ନ୍ତୁ
ଶ୍ରୀ ଗନଝୁଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।
You cannot print contents of this website.
Please enable Browser JavaScript to visit the website.