ଗ୍ରୀନ୍ ଜୋନ୍ରେ ଗଡ଼ିବ ସରକାରୀ ବସ୍ | satyasikhaଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଗ୍ରୀନ୍ ଜୋନ୍ରେ ଗଡ଼ିବ ସରକାରୀ ବସ୍। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ଘରୋଇ ବସ୍ ମାଲିକ ଗାଡ଼ି ଚଲାଇବାକୁ ଅରାଜି ହେବାରୁ ସରକାରୀ ବସ୍ ଗଡ଼ିବ ବୋଲି ସେ ସୂଚନା ଦେଇଛନ୍ତି। You cannot print contents of this website. Please enable Browser JavaScript to visit the website. [ad_2]