ନ୍ୟୁଜ୍ରାଜ୍ୟ

ଆଜିଠୁ ଶୁଖିଲା ରହିବ ପାଗ, ଖସିବ ପାରଦ

ସତ୍ୟଶିଖା(ଭୁବନେଶ୍ୱର ) ୦୫.୦୨.୨୦୨୨ : ଆଜିଠୁ ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟର ଶୁଖିଲା ରହିବ ପାଗ। ଆସନ୍ତା ୨ରୁ ୩ ଦିନ ଭିତରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର  ନିର୍ଦ୍ଦେଶକ ଏଚ୍‌.ଆର ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ପାଣିପାଗ କେନ୍ଦ୍ରା ସୂଚନା ଅନୁସାରେ,  ପଶ୍ଚିମା ଝଡ଼ ପ୍ରଭାବରେ ଗତକାଲି ରେକର୍ଡ ହୋଇଥିବା ରାତ୍ରି ତାପମାତ୍ରାରେ ବିଭିନ୍ନ ସ୍ଥାନରେ ଦୃଷ୍ଟାନ୍ତ ମୂଳକ ବୃଦ୍ଧି ଘଟିଥିବା ବେଳେ ସ୍ୱାଭାବିକ ତାପମାତ୍ରାଠାରୁ ୬ ଦଶମିକ ୪ ଡ଼ିଗ୍ରୀ ଯାଏ ଅଧିକ ରହିଥିଲା। ତେବେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏହା ୩ ରୁ ୫ ଡ଼ିଗ୍ରୀ ତଳକୁ ଖସିବ।  ତା’ପରେ ତାପମାତ୍ରା ସ୍ୱାଭାବିକ ହେବ। ପାଣିପାଗ କେନ୍ଦ୍ରା ସୂଚନା ଅନୁସାରେ,  ପଶ୍ଚିମା ଝଡ଼ ପ୍ରଭାବରେ ଗତକାଲି ରେକର୍ଡ ହୋଇଥିବା ରାତ୍ରି ତାପମାତ୍ରାରେ ବିଭିନ୍ନ ସ୍ଥାନରେ ଦୃଷ୍ଟାନ୍ତ ମୂଳକ ବୃଦ୍ଧି ଘଟିଥିବା ବେଳେ ସ୍ୱାଭାବିକ ତାପମାତ୍ରାଠାରୁ ୬ ଦଶମିକ ୪ ଡ଼ିଗ୍ରୀ ଯାଏ ଅଧିକ ରହିଥିଲା। ତେବେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏହା ୩ ରୁ ୫ ଡ଼ିଗ୍ରୀ ତଳକୁ ଖସିବ।  ତା’ପରେ ତାପମାତ୍ରା ସ୍ୱାଭାବିକ ହେବ।

Show More
Back to top button