ଦେଶ

22ଟି ଆପ୍ ଏବଂ ୱେବସାଇଟ୍ ଉପରେ ପ୍ରତିବନ୍ଧକ

ସତ୍ୟଶିଖା (ଭୁବନେଶ୍ୱର )୦୬.୧୧.୨୦୨୩ : ମହାଦେବ ବେଟିଂ ଆପ୍ ଉପରେ ଲାଗିଲା କଟକଣା । ଭାରତ ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ମହାଦେବ ଆପ୍ ସହ 22ଟି ଆପ୍ ଏବଂ ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲାଗିଛି ।

ମହାଦେବ ବୁକ୍ ବେଟିଂ’ ଆପ୍ ମାମଲାରେ ତଦନ୍ତ ଜାରି ରଖିଛି ED । ମହାଦେବ ବେଟିଂ’ ଆପ୍ କୁ ଦୁଇ ଦିନ ପୂର୍ବରୁ ସାଙ୍ଘାତିକ ଖୁଲାସା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଆପ୍‌ ପ୍ରମୋଟର 508 କୋଟି ଦେଇଥିବା ଅଭିଯୋଗ ହୋଇଥିଲା ।

Show More
Back to top button