ସତ୍ୟଶିଖା (ମୁମ୍ବାଇ) ୨୩/୧୧/୨୦୨୦ : ନଚ ବଲିଏ ୯ରେ ନଜର ଆସିଥିବା ଭାରତୀୟ କୁସ୍ତି ଯୋଦ୍ଧା ବବିତା ଫୋଗାଟଙ୍କ ଜୀବନରେ ଖୁବ୍ ଶୀଘ୍ର ନୂଆ ଅତିଥି ଆସିବାକୁ ଯାଉଛି । ବବିତା ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି । ଏବିଷୟରେ ସେ ନିଜେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ଏବଂ ସେ ନିଜ ବେବି ବମ୍ପର ଫଟୋ ସେୟାର କରିଛନ୍ତି ।
କୁସ୍ତି ଯୋଦ୍ଧା ବବିତା ଫୋଗାଟ ଖୁବ ଶୀଘ୍ର ମା ହେବାକୁ ଯାଉଛନ୍ତି
