ନ୍ୟୁଜ୍ରାଜ୍ୟ

ବାଲିଯାତ୍ରା ପଡିଆରେ ଚଢାଉ, ବିପୁଳ ପରିମାଣର ବାସୀ ଖାଦ୍ୟ ନଷ୍ଟ

ସତ୍ୟଶିଖା( କଟକ )୧୦.୧୧.୨୦୨୨:  ବାଲିଯାତ୍ରା ପଡିଆରେ ଚଢାଉ। ଯାତ୍ରାରେ ନିମ୍ନମାନର ଖଦ୍ୟା ବିକ୍ରି ଅଭିଯୋଗ ନେଇ କଟକ ମହାନଗର ନିଗମ ଫୁଡ୍‌ ସ୍କ୍ଵାର୍ଡ ପକ୍ଷରୁ ଚଢାଉ କରାଯାଇଛି। ଚଢାଉ ବେଳେ ବିପୁଳ ପରିମାଣର ବାସୀ ଖାଦ୍ୟ ନଷ୍ଟ କରଛି। ଚୌମିନ୍‌, ମୋମୋ, ଚାଟ୍‌ ଆଦି ବିପୁଳ ପରିମାଣର ବାସୀ ଖାଦ୍ୟ ନଷ୍ଟ କରାଯାଇଛି। ଚଢାଉରେ ୪ଟି ଟିମ୍‌ ସାମିଲ୍‌ ହୋଇଛନ୍ତି। ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଚାଲିଛି ଚଢାଉ। ଖାଦ୍ୟରେ ବ୍ୟବହାର କରାଯାଉଥିବା ତେଲ ଓ ମସଲା ମାନକୁ ନେଇ ମଧ୍ୟ ଯାଞ୍ଚ କରୁଛି ଟିମ୍‌।

Show More
Back to top button