କରୋନା ପଜିଟିଭ ପରେ ସିଲ ହେଲା ଶ୍ରମ ଶକ୍ତି ଭବନ

ନୂଆଦିଲ୍ଲୀ: ବିଜୁଳି ମନ୍ତ୍ରଣାଳୟର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଦିଲ୍ଲୀରେ ଥିବା ଶ୍ରମ ଶକ୍ତି ଭବନକୁ ସଂକ୍ରମଣ ଆଶଙ୍କାରେ ସିଲ କରିଦିଆଯାଇଛି। ସେହିପରି ଏଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଘରେ ରହି କାମ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

ଅନ୍ୟପକ୍ଷରେ କର୍ମଚାରୀ ଜଣଙ୍କ କେମିତି ଆକ୍ରାନ୍ତ ହେଲେ ସେକଥା ଜଣାପଡ଼ିନାହିଁ। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

[ad_2]
Exit mobile version