ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ବିଶ୍ୱରେ କରୋନା ଭାଇରସ୍ ବିରୋଧରେ ଲଢ଼େଇ ଜାରି ରହିଛି। ଏହି ମହାମାରୀ ଏଯାବତ ୩୫ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇ ସାରିଥିବା ବେଳେ ୭ ଲକ୍ଷରୁ ଅଧିକ ଏଥିରେ ଆକ୍ରାନ୍ତ ଅଛନ୍ତି। ମୃତକଙ୍କ ଭିତରେ କିଛି ସେଲେବ୍ରିଟିଙ୍କ ମଧ୍ୟ ରହିଛନ୍ତି।
ଆହୁରି ପଢ଼ନ୍ତୁ
[ad_2]