ଦେଶ

କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କଲେ ଏହି ରାଜ୍ୟର ସରକାର

ଲକ୍ଷ୍ନୌ: ମହାମାରୀ କରୋନା ଭାଇରସକୁ ଶେଷରେ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ସରକାର। ଦିନକୁ ଦିନ କରୋନା ରାଜ୍ୟରେ କାୟା ବିସ୍ତାର କରୁଥିବାରୁ ଉତ୍ତର ପ୍ରଦେଶ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ

ଗତକାଲି କରୋନାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ରାଜ୍ୟର ୧୭ଟି ଜିଲ୍ଲାରେ ଲକ ଡାଉନ ଘୋଷଣା କରିଥିଲେ। ହେଲେ ଆଜି ପୂରା ରାଜ୍ୟରେ ଲକ ଡାଉନ ଘୋଷଣା କରିଛନ୍ତି। ଆସନ୍ତାକାଲି ଠାରୁ ୩ ଦିନ ଯାଏ ଏହି ଲକ ଡାଉନ ନିୟମ କାର୍ଯ୍ୟକାରୀ ହେବ।

[ad_2]
Show More
Back to top button