ନ୍ୟୁଜ୍ରାଜ୍ୟ

କମ୍‌ ମାର୍କ ରହିବାରୁ ଜୀବନ ହାରିଲେ ଯୁକ୍ତ ଦୁଇ ଛାତ୍ର

ସତ୍ୟଶିଖା( ରେଢାଖୋଲ)୨୮.୦୭ . ୨୦୨୨:  ଯୁକ୍ତ ଦୁଇ ପରୀକ୍ଷାରେ କମ୍‌ ମାର୍କ ରହିବାରୁ ଜୀବନ ହାରିଲେ ଛାତ୍ର । ଗତକାଲି ଯୁକ୍ତ ୨ ବିଜ୍ଞାନ, ବାଣିଜ୍ୟ ଫଳାଫଳ ବାହାରିଥିବା ବେଳେ ଆଶାତୀତ ମାର୍କ ନ ଥିବାରୁ ଏପରି ଚରମ ପଦକ୍ଷେପ ଉଠାଇଥିଲେ ଛାତ୍ରଜଣକ । ଏପରି ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଢ଼ିପାପଡା ଅଞ୍ଚଳରେ ଘଟିଛି।  ମୃତକ ହେଲେ ବାହାଦୁର ଗୁରୁମଙ୍କ ସାନ ପୁଅ ରୋହନ କୁମାର ଗୁରୁମ ।

Show More
Back to top button