ରାଜ୍ୟ

ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ

ଭୁବନେଶ୍ୱର(ସତ୍ୟଶିଖା): ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ଡିଜିପି ଅଭୟ କଡ଼ା ଚେତାବନୀ ଦେଇଛନ୍ତି। କ୍ୱାରେଣ୍ଟାଇନ୍‌ ନିୟମ ମାନିବାକୁ ସେ ଟ୍ୱିଟ୍ ଯୋଗେ ସେମାନଙ୍କୁ ଅପିଲ୍ କରିଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ପ୍ରବାସୀ ଓଡ଼ିଆମାନେ କ୍ୱାରେଣ୍ଟାଇନ୍ ନିୟମ ନମାନିଲେ ଆଇନ୍ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟକୁ କ୍ଷତି ପହଞ୍ଚାଉଥିବା କୌଣସି ହରକତକୁ ବରଦାସ୍ତ କରାଯିବନି। ଆମ ଆତିଥେୟତାର ମାନେ ନୁହେଁ, ସବୁ ବଦମାସୀକୁ ବରଦାସ୍ତ କରାଯିବ। ନିୟମରେ କୌଣସି ବି ଅବହେଳା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।”

ଆହୁରି ପଢ଼ନ୍ତୁ

ସେହିପରି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ  ଓଡ଼ିଶା ଫେରୁଥିବା ପ୍ରବାସୀଙ୍କୁ କ୍ୱାରେଣ୍ଟିନ ନିୟମ ମାନିବାକୁ ଅପିଲ୍ କରିଛନ୍ତି।



[ad_2]

Show More
Back to top button