ଅପରାଧରାଜ୍ୟ

ଦୂତୀଙ୍କ ଅଭିଯୋଗ ପରେ ବନ୍ଧା ହେବେ କି ସାମ୍ବାଦିକ ?

ସତ୍ୟଶିଖା ( ଭୁବନେଶ୍ୱର ) ୦୩ /୦୯ /୨୦୨୧: ଦୂତୀ ଚାନ୍ଦଙ୍କ ଅଭିଯୋଗ ମୁତାବକ ସାମ୍ବାଦିକଙ୍କୁ ଥାନାକୁ ଉଠାଇ ଆଣିଛି ପୁଲିସ  । ଏକ ଘରୋଇ ୱେବ ପୋଟାର୍ଲ ସାମ୍ବାଦିକ ସୁଧାଂଶୁ ରାଉତଙ୍କୁ ମହିଳା ଥାନା ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ଆଉ କିଛି ସମୟ ପରେ ସୁଧାଂଶୁଙ୍କୁ ଗିରଫ କରାଯାଇପାରେ ବୋଲି ମଧ୍ୟ ସୂଚନା ମିଳିଛି ।

Show More
Back to top button