ହସକଥା

ବେହୋସ୍‌ ହେଲେ ପପୁର ବସ୍‌ !

ପପୁ : ସାର୍‌ ପାର୍ଟିରେ ମାଡାମ୍‌ ଦେଖାଯାଉନାହାନ୍ତି ଯେ, ତାଙ୍କୁ ଆଣିନାହାନ୍ତି କି ?

ବସ୍‌ : ନା ମୁଁ ତାକୁ ପାର୍ଟିରୁ ଆଣେ ନାହିଁ।

ପପୁ : କାହିଁକି ସାର୍‌ ?

ବସ୍‌ : ସେ ଗାଁର ନା ସେଥିପାଇଁ।

ପପୁ : କ୍ଷମା କରିବେ ସାର୍ ମୋତେ ଲାଗୁଥିବା ସେ କେବଳ ଆପଣଙ୍କର ବୋଲି…

ପପୁ କଥା ବେହୋସ୍‌ ହୋଇଗଲେ ବସ୍‌ !!!

[ad_2]
Show More
Back to top button