ଅଭିନେତ୍ରୀ ଦୀପା ସାହୁଙ୍କ ଅବସ୍ଥା ଗୁରୁତର

ଭୁବନେଶ୍ୱର (ସତ୍ୟଶିଖା): ଅଭିନେତ୍ରୀ ଦୀପା ସାହୁଙ୍କ ଅବସ୍ଥା ଗୁରୁତର ରହିଛି। ଗତ ବର୍ଷେ ଧରି ସେ କ୍ୟାନ୍ସରରେ ପୀଡ଼ିତ ଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅଭିନେତା ଅଖିଳ ପଟ୍ଟନାୟକଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି।

ଆହୁରି ପଢ଼ନ୍ତୁ

ଦୀପା ଓଡ଼ିଆ ଆଲବମ୍‌ ଇଣ୍ଡଷ୍ଟ୍ରୀର ଜଣେ ବେଶ୍‌ ପରିଚିତ ଚେହେରା। ଏକାଧିକ ଆଲବମ୍‌ରେ ସେ ଅଭିନୟ କରିଛନ୍ତି। ଏହାସହ କିଛି ଓଡ଼ିଆ ଫିଲ୍ମ ଓ ଧାରାବାହିକରେ ସେ ଅଭିନୟ କରିଛନ୍ତି।

[ad_2]
Exit mobile version