ଅବସରପ୍ରାପ୍ତ ଏସଡିଓଙ୍କ ଘରେ ଅଗ୍ନିକାଣ୍ଡ – Satyasikha

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ଗାଁରେ ଅଗ୍ନିକାଣ୍ଡ ଘଟିଛି। ଅବସରପ୍ରାପ୍ତ ଆରଡ଼ି ଡିପାଟମେଣ୍ଟର ଏସଡିଓ ପ୍ରମୋଦ ବେହେରାଙ୍କ ଘରେ ନିଆଁ ଲାଗିଯାଇଛି। ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ବିଦ୍ୟୁତ୍‌ ସର୍ଟ ସର୍କିଟ ଯୋଗୁ  ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆଜି ଘରେ କେହି ନଥିବା ବେଳେ ଘରେ ନିଆଁ ଲାଗି ଯାଇଥିଲା।

ଆହୁରି ପଢ଼ନ୍ତୁ



[ad_2]

Exit mobile version